Jump to content

ରୁଗ୍ଗ୍ନ

ଉଇକିଅଭିଧାନ‌ରୁ

ରୁଗ୍ଗ୍ନ

ଉଚ୍ଚାରଣ

[ସମ୍ପାଦନା]
(ରୁଗ୍ଣା, ରୂଗ୍ନା—ସ୍ତ୍ରୀ) 

[ରୂଗଣତା(ତ୍ୱ)—ବି]

=== ସଂସ୍କୃତ - ବିଶେଷଣ - ପୁଂ.—(ରୁଜ୍ ଧାତୁ=ପୀଡିତ ହେବା+କର୍ତ୍ତୃ.ତ)

୧. ପୀଡ଼ିତ —୧. Ill.
୨. ଭଗ୍ନସ୍ୱାସ୍ଥ୍ୟ — ୨. Delicate; sickly; of delicate health.
୩. ଚିରରୋଗୀ ୩. Invalid; infirm.
୪. ବାଧାପ୍ରାପ୍ତ —୪. Checked (M.W.)
୫. ଭଗ —୫. Broken


shattered (M.W.)

[ମନିଅର୍ ବିଲିଆମ୍ସ୍ ତାଙ୍କ ସଂସ୍କୃତ କୋଷରେ 'ରୁଗ୍ନ' ଶବ୍ଦକୁ ରୁଗ୍ଣଶବ୍ଦର ଅଶୁଦ୍ଧ ରୂପ ବୋଲି ଲେଖି ଅଛନ୍ତି ]