ରୁଗ୍ରୁଗ୍
ଦେଖଣା
ରୁଗ୍ରୁଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରୁଗ୍ରୁଗ୍
|
ଦେଶଜ - ଅ
[ସମ୍ପାଦନା]ସାମାନ୍ୟ ଜଳାପୋଡା; ମରିଚ ଖାଇଲେ କିମ୍ୱା ଦେହରେ ଈଷତ୍ ବିଷାକ୍ତ ଲେପ ଆଦି ଲଗାଇଲେ ଜିଭ ବା ଦେହ ସାମାନ୍ୟରେ ପୋଡ଼ାଜଳା କରିବା ପ୍ରକାରେ — Slightly burning sensation felt in the tongue or body by the application of slightly pungent things (e.g. black pepper) or irritants.
[ଦ୍ରଷ୍ଟବ୍ୟ —'ରଗ୍ ରଗ୍' 'ରୁଗ୍ରୁଗ୍'ଠାରୁ ବେଶି ଜଳାପୋଡ଼ା ସୂଚନା କରେ; ଅତ୍ୟନ୍ତ ଜଳା ପୋଡାକୁ 'ହାଉହାଉ' ପୋଡିବା ବୋଲାଯାଏ ]