Jump to content

ରୁଗ୍ୱିନିଶ୍ଚୟ

ଉଇକିଅଭିଧାନ‌ରୁ

ରୁଗ୍ୱିନିଶ୍ଚୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Rug-binischaya
  • ଆଇ.ପି.ଏ. — ɾˈɔ hɾˈɔʃʃoˌukaɾ ɡˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ nˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ tʃˈɔ ˈɔj

(ରୁଗ୍ନିର୍ଣ୍ଣୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରୁଗ୍+ବିନିଶ୍ଚୟ)

[ସମ୍ପାଦନା]
୧. ରୋଗର ନିଦାନ; ଲକ୍ଷଣାଦିର ପରୀକ୍ଷାଦ୍ୱାରା ରୋଗକୁ ଚିହ୍ନିବା —୧. Diagnosis (Apte)
୨. ମାଧବକରନିଦାନ ଗ୍ରନ୍ଥ —୨. The name of a Sanscrit treatise on Diagnosis (Apte).