ରୁଚ
ଦେଖଣା
ରୁଚ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୁଚ୍ ଧାତୁ+ଭାବ କ୍ୱିପ୍=ରୁଚ୍ ଶବ୍ଦର ୧ମା. ୧ବ; ରୁକ୍; ବିକଳ୍ପେ ରୁଚ୍)
[ସମ୍ପାଦନା]- ୧. ଶୋଭା; ଦୀପ୍ତି; କାନ୍ତି — ୧. Lustre, splendour; brilliance
- ୨. ସୌନ୍ଦର୍ଯ —୨. Beauty; grace; loveiness.
- ୩. ଇଚ୍ଛା —୩. Desire; wish.
- ୪. ଇଚ୍ଛା; ରୁଚି — ୪. Liking; desire (Apte)
୫ : (+କର୍ତ୍ତୃ କ୍ୱିପ୍) ବିଦ୍ୟୁତ୍ —୫. Lightning (Apte)
- ୬. ଶୁଆ ଶାରୀଙ୍କ ଧ୍ୱନି — ୬. The note of the parrot or Myna (Apte)
- ୭. (ସମାସରେ ପଦ ଶେଷରେ ଲାଗେ) ବର୍ଣ୍ଣ ଚେହେରା —୭. (at the end of compounds; Colour; appearence (Apte).)
ରୁଚ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -(ସଂସ୍କୃତ - ରୋଚକ)
[ସମ୍ପାଦନା]- ୧. ମୁଖରୋଚକ —୧. Agreeable to the tasteful.
- ୨. ରୁଚିକର — ୨. Agreeable.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଟଭାଫଳ —Citron.
ସଂସ୍କୃତ - ବିଶେଷଣ -(ରୁଚ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଉଜ୍ଜ୍ୱଳ — ୧. Bright; brilliant (M.W.)