ରୁଚା
ଦେଖଣା
ରୁଚା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୁଚ୍ ଧାତୁ+ଭାବ. କ୍ୱିପ୍=ରୁଚ୍ ଶବ୍ଦ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଶୋଭା; ଦୀପ୍ତି —୧. Lustre.
- ୨. କାନ୍ତି, ସୌନ୍ଦର୍ଯ୍ୟ — ୨. Beauty.
- ୩. ଇଚ୍ଛା —୩. Desire.
- ୪. ରୁଚ ଶବ୍ଦର ଅନ୍ୟ ଅର୍ଥମାନ (ଦେଖ) - —୪. The other meanings of Ruch (See)
- ୫. ଶୁଆର କଣ୍ଠସ୍ୱର — ୫. The note of the parrot (M.W.)