Jump to content

ରୁଚାଇବା

ଉଇକିଅଭିଧାନ‌ରୁ

ରୁଚାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରୁଚିକର ବୋଧହେବା —୧. To seem savoury or tasteful.
୨. ସନ୍ତୁଷ୍ଟ କରିବା; ସୁଖୀ କରିବା — ୨. To please.

[ ଉ—ନଟମୁକୁଟକୁ କୋଳେ ନଚାଇ ସେ ରସେବନ୍ଧେ ରୁଚାଇଲେ—କବିସୂର୍ଯ୍ୟ ସଙ୍ଗୀତ ]