Jump to content

ରୁଚିତା

ଉଇକିଅଭିଧାନ‌ରୁ

ରୁଚିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁଚି+ତା)

[ସମ୍ପାଦନା]
୧. ରୋଚକତା (ହିନ୍ଦୀ - ଶ) — ୧. Tastefulness; savouriness.
୨. ଅନୁରାଗ (ହିନ୍ଦୀ - ଶ) —୨. Attachment; fondness; the having a taste or liking or desire (M.W.).
୩. ସୁନ୍ଦରତା (ହିନ୍ଦୀ - ଶ) — ୩. Grace.
୪. ଅତିଜଗତୀ ବୃତ୍ତର ପ୍ରକାର (ହିନ୍ଦୀ - ଶ) — ୪. Name of a vedic metre.