Jump to content

ରୁଚିରବତୀ

ଉଇକିଅଭିଧାନ‌ରୁ

ରୁଚିରବତୀ

ଉଚ୍ଚାରଣ

[ସମ୍ପାଦନା]
(ରୁଚିରବାନ୍—ପୁଂ) 

ସଂସ୍କୃତ - ବିଣ, ସ୍ତ୍ରୀ (ରୂଚିରବତ୍+ସ୍ତ୍ରୀ. ଈ)

[ସମ୍ପାଦନା]

ପରମସୁନ୍ଦରୀ — Very beautiful (woman).

[ଉ— ବୁଡ଼ି ପୟରେ ଚପଳେ ଚିରନ୍ତେ ପକାଇ କୂଳେ ରୁଚିରବତୀ ଯୁବତୀବର ସେ ଭଞ୍ଜ. ବୈଦେହୀଶବିଳାସ ]