ରୁଚିରା
ଦେଖଣା
ରୁଚିରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରୁଚିର+ସ୍ତ୍ରୀ. ଆ)
[ସମ୍ପାଦନା]ମନୋହାରିଣୀ; ମନୋଜ୍ଞା —Pleasing; dainty.
ବିଶେଷ୍ୟ -
[ସମ୍ପାଦନା]- ୧. ତ୍ରୟୋଦଶାକ୍ଷର ଯୁକ୍ତ ଛନ୍ଦୋବିଶେଷ — ୧. Name of a Sanskrit metre of ୧୩ syllables;
[ଦ୍ରଷ୍ଟବ୍ୟ — ଏଥିରୁ ପ୍ରଥମ ଓ ତୃତୀୟ ପଦରେ ୧୬: ଓ ୨ୟ ଏବଂ ୪ର୍ଥ ପଦରେ ୧୪: ମାତ୍ରା ଲେଖାଏଁ ଥାଏ ଓ ଶେଷରେ ୨ ଗୁରୁ ବର୍ଣ୍ଣ ଥାଏ—(ହିନ୍ଦୀ - ଶ)]
- ୨. ଗୋରୋଚନା — ୨. A yellow pigment obtained from kine.
- ୩. (ରାମାୟଣ) ପ୍ରାଚୀନ ନଦୀ ବିଶେଷ (ହିନ୍ଦୀ - ଶ) — ୩. Name of an ancient river.
- ୪. ଜାଫ୍ରାନ (ହିନ୍ଦୀ - ଶ) —୪. Saffron. (Apte)
- ୫. ଲବଙ୍ଗ (ହିନ୍ଦୀ - ଶ) —୫. Cloves. (Apte)
- ୬. ମୂଳା (ହିନ୍ଦୀ - ଶ) — ୬. Radish. (Apte).