ରୁଚିର ଭାଷଣ
[ରୁଚିରବଚନ—ଅନ୍ୟରୂପ]
(ରୁଚିରଭାଷୀ—ଅନ୍ୟ ବିଶେଷଣ - ପୁଂ)
ରୁଚିର ଭାଷଣା, ରୁଚିରଭାଷିଣୀବିଶେଷଣ - ସ୍ତ୍ରୀ
ମନୋହର ବାକ୍ୟାଳାପ — Sweet or fine speech.