Jump to content

ରୁଚିଷ୍ୟ

ଉଇକିଅଭିଧାନ‌ରୁ

ରୁଚିଷ୍ୟ

ଉଚ୍ଚାରଣ

[ସମ୍ପାଦନା]
[ରୁଚିଷ୍ୟା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ -(ରୁଚ୍ ଧାତୁ+କର୍ତ୍ତୃ. ଇଷ୍ୟ)

[ସମ୍ପାଦନା]
୧. ରୁଚିର (ଦେଖ) - ୧. Ruchira (See).
୨. ମଧୁର —୨. Sweet.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧଳା ଲୁଣ —White salt (M.W.)