ରୁଚି ଭେଦ
ଦେଖଣା
ରୁଚି ଭେଦ
ଉଚ୍ଚାରଣ
[ସମ୍ପାଦନା]ରୁଚି ପାର୍ଥକ୍ୟ, ରୁଚି ବିଭିନ୍ନତାଅନ୍ୟରୂପା
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ଭିନ୍ନଭିନ୍ନ ବ୍ୟକ୍ତିର ରୁଚିର ବିଭିନ୍ନତା ବା ପାର୍ଥକ୍ୟ —Difference or dissimilarity of tastes of different persons.
[ଦ୍ରଷ୍ଟବ୍ୟ —କେଉଁ ବ୍ୟକ୍ତିର ମିଠା ପଦାର୍ଥ ପାଇଁ, କାହାର ଖଟା ପାଇଁ, କାହାର ରାଗ ପାଇଁ ରୁଚି ହୁଏ ଏହିପରି ମଧ୍ୟ କାହାର ଆଦି ରସ, କାହାର ବୀରରସ ପାଇଁ, କାହାରି ଶାନ୍ତିରସ ପାଇଁ ରୁଚି ଥିବା ଦେଖାଯାଏ ]