Jump to content

ରୁଚୁ

ଉଇକିଅଭିଧାନ‌ରୁ

ରୁଚୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ରୁଚ ଧାତୁ+କର୍ତ୍ତୃ. ଉ)

[ସମ୍ପାଦନା]

କଳା ଶିଂଘ ବିଶିଷ୍ଟ ଧଳା ବା ହଳଦିଆ ହରିଣ —A white or yellow deer with black horns. (M.W.)