ରୁଜି
ଦେଖଣା
ରୁଜି
ଉଚ୍ଚାରଣ
[ସମ୍ପାଦନା]ରୁଜିଜା, ରୁଜିରୁଜାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୂଜୀ)
[ସମ୍ପାଦନା]- ୧. ଦୁଇ ଜଣଙ୍କର ମୁକାବିଲା; ମୁଆଜା —୧. Confronting two persons about a particular matter in issue.
- ୨. ସାକ୍ଷ୍ୟା ଲକ୍ଷ୍ୟ ପ୍ରତ୍ୟକ୍ଷ ପ୍ରମାଣ —୨. Direct evidence.
- ୩. ଦୁଇ ପକ୍ଷଙ୍କ ମଧ୍ୟରେ ରାଜି ହେବା —୩. Agreement.
ବିଶେଷଣ -
[ସମ୍ପାଦନା]ଯାହା ସହିତ କୌଣସି ବିଷୟରେ ଅନ୍ୟର ମୁକାବିଲା କରିଯାଇ ଥାଏ — Confronted with another person regarding a matter.