ରୁଜୁ
ଦେଖଣା
ରୁଜୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଚୁଜୁ; ରୁଜୁଆ=ପ୍ରବୃତ୍ତ) (କଚିରିଆ ଭାଷା)
[ସମ୍ପାଦନା]- ୧. ସୂତ୍ରପାତ; ଆରମ୍ଭ କରିବା —୧. Commencing; commencement.
- ୨. ଉପସ୍ଥିତି; ହାଜର ହେବା —୨. Attendance; presence.
ବିଶେଷଣ -
[ସମ୍ପାଦନା]- ୧. ଆରବ୍ଧ —୧. Commenced.
- ୨. ସୁତ୍ରପାତ କରା ଯାଇଥିବା —୨. Initiated.
- ୩. ଉପସ୍ଥାପିତ — ୩. Presented; introduced.
- ୪. ଦଣ୍ଡାୟମାନ — ୪. Standing.
- ୫. ଉପସ୍ଥିତ —୫. Present.
- ୬. କୌଣସି ବସ୍ତୁ ସହିତ ଏକ ରେଖାରେ ଥିବା —୬. In a line with.