Jump to content

ରୁଜୁ କରିବା

ଉଇକିଅଭିଧାନ‌ରୁ

ରୁଜୁ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (କଚିରିଆ)

[ସମ୍ପାଦନା]
୧. ସୁତ୍ରପାତ କରିବା — ୧. To initiate.

(ଯଥା—ମକଦ୍ଦମା ରୁଜୁ କରିବା)

୨. ଉପସ୍ଥାପିତ କରିବା —୨. To present; to place.

(ଯଥା—ଆସାମୀକୁ ଆଣି ହାକିମଙ୍କ ନିକଟରେ ରୁଜୁ କରିବା)

୩. ମିଳାଇବା; ସାମଞ୍ଜସ୍ୟ କରାଇବା —୩. To square up; to clear up.

(ଯଥା—ହିସାବ ରୁଜୁ କରିବା)

୪. ମୁକାବିଲା କରିବା —୪. To cause to be confronted.