Jump to content

ରୁଜୁ ଦେବା

ଉଇକିଅଭିଧାନ‌ରୁ

ରୁଜୁ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -

[ସମ୍ପାଦନା]
୧. ମୁକାବିଲା କରିବା — ୧. To verify.
୨. ପ୍ରମାଣିତ କରିବା — ୨. To prove; to adduce proof.

(ଯଥା—ମୁଁ ସେହି କଥା କହିଥିଲି ବୋଲି ତୁମ୍ଭେ ରୁଜୁ ଦେବ କି?)