Jump to content

ରୁଜୁ ହାଜର୍

ଉଇକିଅଭିଧାନ‌ରୁ

ରୁଜୁ ହାଜର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସହଚର; କଚିରିଆ ଭାଷା)

[ସମ୍ପାଦନା]
୧. ନିଜେ ଯାଇ ସାମନାରେ ଉପସ୍ଥିତ —୧. Present in person.
୨. ବିପକ୍ଷଙ୍କ ନିକଟରେ ଉପସ୍ଥିତ ହୋଇ ମିଳିମିଶିଯିବା ବା ରଫା କରିବା — ୨. Compromising a dispute by going to the opponent.

(ଯଥା—ମୁଁ କୃଷ୍ଣଚନ୍ଦ୍ର ସାହୁ ମହାଜନଙ୍କ ନିକଟରେ ରୁଜୁ ହାଜର ହୋଇ ମୋର ଚାରିଶହ ଟଙ୍କା ଦେଏଣାକୁ ଦୁଇଶହ ଟଙ୍କାରେ ରଫା କଲି)