Jump to content

ରୁଝାଳିବା

ଉଇକିଅଭିଧାନ‌ରୁ

ରୁଝାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗଭୀର କରି ଖୋଳିବା —୧. To dig deep.
୨. ଉଝାଳିବା; କୂପ ଓ ପୁଷ୍କରିଣୀ ଆଦିର ତଳରୁ ପଙ୍କ ଆଦି ଖୋଳି ଗଭୀର କରିବା —୨. To deepen a well or tank by digging out the mud or earth from the bottom.