Jump to content

ରୁଞ୍ଜ

ଉଇକିଅଭିଧାନ‌ରୁ

ରୁଞ୍ଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ରୂଚ୍ୟ)

[ସମ୍ପାଦନା]

ମନୋହର; ସୁନ୍ଦର —Graceful.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]
୧. ତୁଳସୀ ଗଛର ଚାରିପଟେ କାର୍ତ୍ତିକମାସରେ ଦିଆଯିବା ମୁରୁଜ —୧. Coloured powder sprinkled by way of decoration around the Basil plant in the month of Kārttika.
୨. [[ [ ମେଦିନୀପୁର, ବାଲେଶ୍ୱର)— [ସଂସ୍କୃତ - ଗୁଞ୍ଜ]କାଉଞ୍ଚ ]] (ଦେଖ) - —୨. Kāiṅcha. (See)