ରୁଟିନି
ଦେଖଣା
ରୁଟିନି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - (ଇଂରାଜୀ - ରୁଟୀନ୍) ବିଶେଷ୍ୟ -
[ସମ୍ପାଦନା]- ୧. ସମୟ ବିଭାଗମୁଚକ କାର୍ଯ୍ୟର ନିଘଣ୍ଟ; ସମୟ ବିଭାଗ ଅନୁସାରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ —୧. Routine.
- ୨. ସ୍କୁଲ୍ ଆଦିରେ ସମୟ କ୍ରମେ କରାଯିବା ଦୈନିକ କାର୍ଯ୍ୟକ୍ରମର ତାଲିକା —୨. Daily routine of work in a school.