Jump to content

ରୁଟି ବେଲିବା

ଉଇକିଅଭିଧାନ‌ରୁ

ରୁଟି ବେଲିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଗହମ ଚୂନାରେ ପାଣି ମିଶାଇ ତାକୁ ଚକଟି ଓ ଦଳି ଗୋଟିଏ ଲେଖାଏଁ ଗୋଳକ କରି ସେ ଗୋଳକମାନଙ୍କୁ ପଟା ଉପରେ ପକାଇ ପତଳା ପତଳା ପିଠାମାନ ତିଆରି କରିବା — To roll strach into bread.

[ଦ୍ରଷ୍ଟବ୍ୟ —ଯେଉଁ ପଟା ଉପରେ ଗୋଳକମାନଙ୍କୁ ରଖାଯାଇ ବେଲିବାକୁ ହୁଏ, ତାକୁ 'ବେଲଣାପେଡ଼ି' ଓ ଯେଉଁ କାଠର ସିଳୁପୁଆକୁ ସେହି ଗୋଳକମାନଙ୍କ ଉପରେ ଚାଳିତ କରି ଉକ୍ତ ଖଣ୍ଡମାନଙ୍କୁ ପତଳା ପିଠା ଆକାରରେ ପରିଣତ କରାଯାଏ, ତାକୁ ବେଲଣା କାଠି କହନ୍ତି ]