ରୁଟୁରୁଟୁ
ଦେଖଣା
ରୁଟୁରୁଟୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ[ବହୁ କ୍ରିୟାସୂଚକ]
[ସମ୍ପାଦନା]- ୧. ଧୂଳିଆ ଜନ୍ଦା ଓ ପିମ୍ପୁଡ଼ି ଟାଣ କରି ଏକାଧିକ ଥର କାମୁଡ଼ିବା ପ୍ରକାରେ —୧. Repeated biting of ants.
- ୨. ଛୋଟବାଳକ ଉପର୍ଯ୍ୟୁପରିକହୁଣୀ ମାରିବା
ପ୍ରକାରେ —୨. Dealing small blows repeatedly with the elbow.
[ଯଥା—ମୋ ପିଲାଟି ବଡ଼ ଦୁଷ୍ଟୁ, କହୁଣୀ ମାରିବ ରୁଟୂରୁଟୂ, ଦୂର୍ ପଳା,ଦୂର୍ ପଳା କାହାଣୀ ଗୀତ ]
- ୩. ଛୋଟ ମୂଷା ଦାନ୍ତଦ୍ୱାରା କାଟିବା ପ୍ରକାରେ — ୩. Nibbling by small rats.
[ଉ—ଚୁଟିଆ ମୂଷା ? ରୁଟୁରୁଟୁ କରି କାଟଇ ଖୋସା ଢଗ ]
[ ଦ୍ର— ରଟ୍ରଟ୍ଠାରୁ ରୁଟ୍ରୁଟ୍ ଅଳ୍ପତା ବ୍ୟଞ୍ଜକ ]