ରୁଟ୍କିନା
ଦେଖଣା
ରୁଟ୍କିନା
ଉଚ୍ଚାରଣ
[ସମ୍ପାଦନା]ରୁଟ୍ (ଟୁ) କରି, ରୁଟ୍(ଟୁ) ଦ[ଧ]ସ୍ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଜନ୍ଦା ଆଦି ହଠାତ୍ ତୀକ୍ଷ୍ଣ ଦାନ୍ତଦ୍ୱାରା କାମୁଡ଼ିବା ପ୍ରକାରେ — Like the biting of an ant.
[ଉ—ମୁଁ ଭୁଇଁତଳେ ତେଳେ ଥାଏଁ; କଅଁଳ ମାଉଁସ ଟିକିଏ ପାଇଲେ ରୁଟୁକିନି ଖାଏଁ କାହାଣୀର ଭଣିତା ଗୀତା ]