Jump to content

ରୁଡ଼ୁ ମୁଡ଼ୁ

ଉଇକିଅଭିଧାନ‌ରୁ

ରୁଡ଼ୁ ମୁଡ଼ୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.—[ଧ୍ୱନ୍ୟନକରଣ]

[ସମ୍ପାଦନା]

ବିସ୍କୁଟ, ମୁଢ଼ି, ହୁଡୁମ୍ୱ ଓ ଛୋଟ ଛୋଟ ମସ୍କା ବସ୍ତୁ ଚୋବା— ଇବା ଶଦ୍ଦ —The sound of chewing fragile biscuits or other small things.

[ଦ୍ରଷ୍ଟବ୍ୟ —ଯେଉଁ ବସ୍ତୁମାନୁ ଚୋବାଇଲେ ରୁଡ଼ୁ ମୁଡ଼ୁ ଶଦ୍ଦ ହୁଏ, ସେ ବସ୍ତୁମାନଙ୍କ ଅପେକ୍ଷା 'ରୁ଼ଟୁମୁଟୁ' ଶଦ୍ଦ ହେବା ବସ୍ତୁମାନ ଟାଣୁଆ]