ରୁଡ଼୍
ଇଂରାଜି ଭୂମି ପରିମାଣ ବିଶେଷ; ଏକ ଏକର୍ର ଏକ ଚତୁର୍ଥାଂଶ; ବାର ଦସ୍ତିଆ ମାଣ —An English land measure equal to ୧/୪ of an acre.
[ଦ୍ରଷ୍ଟବ୍ୟ —୧ ଏକପ=୪ ରୁଡ଼୍, ୧ ରୁଡ଼୍= ୧ ପୋଲ୍,୧ ପୋଲ୍=୫ ବର୍ଗ ଗଜ]