ରୁଡ଼ ମୁଡ଼୍
ଦେଖଣା
ରୁଡ଼ ମୁଡ଼୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ.—[ଧ୍ୱନ୍ୟନକରଣ]
[ସମ୍ପାଦନା]ବିସ୍କୁଟ, ମୁଢ଼ି, ହୁଡୁମ୍ୱ ଓ ଛୋଟ ଛୋଟ ମସ୍କା ବସ୍ତୁ ଚୋବା— ଇବା ଶବ୍ଦ —The sound of chewing fragile biscuits or other small things.
[ଦ୍ରଷ୍ଟବ୍ୟ —ଯେଉଁ ବସ୍ତୁମାନ ଚୋବାଇଲେ ରୁଡ଼ୁ ମୁଡ଼ୁ ଶବ୍ଦ ହୁଏ, ସେ ବସ୍ତୁମାନଙ୍କ ଅପେକ୍ଷା 'ରୁ଼ଟୁମୁଟୁ' ଶବ୍ଦ ହେବା ବସ୍ତୁମାନ ଟାଣୁଆ]