ରୁଣୁଝୁଣ୍
ଦେଖଣା
ରୁଣୁଝୁଣ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରୁଣୁଝୁଣ୍
|
ଦେଶଜ - ଅ (ଧ୍ୱନ୍ୟନୁକରଣ; ସଂସ୍କୃତ - ରଣ ଓ ଧ୍ୱନ୍ ଧାତୁ=ଶବ୍ଦ କରିବାରୁ)
[ସମ୍ପାଦନା]- ୧. କିଣି କିଣି ଶବ୍ଦ; ଘଣ୍ଟିଯୁକ୍ତଅଳଙ୍କାରର ମଧୁର କ୍ୱଣନ —୧. Sweet tingling of small bells in ornaments.
[ଉ—ଯଥା—ହାତର ମୁଦି ଗୋଡ଼ର ପାହୁଡ଼ି ଚାଲିଗଲେ ରୁଣଝୁଣ, ଭାରିଜା ପରଶା ସୁଆଦ ଲାଗେ, ଭାରିଯା ତ ଅବିଗୁଣ—ଢଗ ଚାଲନ୍ତେ ରୁଣଝୁଣ ବାଜେ,କୁସୁମ ମାଳା ଗଳେ ସାଜେ—ଭାଗବତ]
- ୨. ବୀଣାଦିର ମଧୁର ଝଙ୍କାର ଶବ୍ଦ —୨. The sweet sound of the harp.
[ଦ୍ରଷ୍ଟବ୍ୟ —ରୁଣୁଝୁଣୁଠାରୁ ରଣଝଣ ଶବ୍ଦ ଉଚ୍ଚତର]