ରୁଣ୍ଠାରୁଣ୍ଠିକରିବା
ଦେଖଣା
ରୁଣ୍ଠାରୁଣ୍ଠିକରିବା
ଉଚ୍ଚାରଣ
[ସମ୍ପାଦନା](ରୁଣ୍ଠିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରୁଣ୍ଠାରୁଣ୍ଠିକରିବା
|
ଦେଶଜ - କ୍ରି.—(ସଂସ୍କୃତ - ରୁଣ୍ଠ ଧାତୁ)
[ସମ୍ପାଦନା]- ୧. ନାନାସ୍ଥାନର ସଞ୍ଚିତ ଧନକୁ ଖୋଜିଖାଜି ନିଃଶେଷ କରି ବା ଲୁଣ୍ଡେଇ ପୁଣ୍ଡେଇ କରି ନେବା — ୧. To take away all cash or riches stored' at any place.
(ଯଥା—ମହାଜନ ଶୁଝିବା ପାଇଁ ଘରେ ସିନ୍ଦୁକ ବାକ୍ସ ପେଡ଼ି ପେଟରା, ଯେଉଁଠାରେ ଯାହା ଥିଲା, ସବୁ ରୁଣ୍ଠା, ରୁଣ୍ଠି କରି ଆଣିଲି;ତେବେ ସୁଦ୍ଧା ମହାଜନଙ୍କ ଦେଣା ମୂଳପୋଛ ନ ହେଲା)
- ୨. ଧନାଦି ନିଃଶେଷରୂପ ଲୁଣ୍ଠନ କରିବା —୨. To loot away; to ransack.
- ୩. ରେକଟିବା (ଯଥା ହାଡ଼ୁରୁ ମାଉଁସ ରୁଣ୍ଠିବା) — ୩. To nibble the soft parts adhering to a hard thing.