ରୁଣ୍ଡ
ଦେଖଣା
ରୁଣ୍ଡ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ରୁଣ୍ଠ ଧାତୁ+କର୍ତ୍ତୃ. ଅ;)
[ସମ୍ପାଦନା](ଯାହା ଭୂମିରେ ଲୁଣ୍ଠିତ ହୁଏ) କବନ୍ଧ; ମସ୍ତକହୀନ ଦେହ —Headless trunk or body.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବିକଳାଙ୍ଗୀକୃତ — Maimed; mutilated [Apte]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଏକତ୍ରୀଭୂତ —୧. Gathered together.
[ଉ—ଦ୍ରୋଣ କୁମରେ ଶାସ୍ତ୍ରି ଦେଇ, ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ ଜଗନ୍ନାଥ ଭାଗବତ ]
- ୨. ଏକ ସ୍ଥାନରେ ରାଶାକୃତ —୨. Heaped up.
- ୩. ସମୂହ — ୩. Collection of.
(ଯଥା—ବ୍ୟତିରିକ୍ତ ଏ ଦୃଷ୍ଟିତ ନହେଁ, ଖଣ୍ତି ଉପମା ରୁଣ୍ଡ—ଭଞ୍ଜ ବୈଦେହୀଶବିଳାସ)