Jump to content

ରୁଣ୍ଡାଇବା

ଉଇକିଅଭିଧାନ‌ରୁ

ରୁଣ୍ଡାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂ ରୁଣ୍ଠ ଧାତୁ=ରୁଣ୍ଡ ହେବା କ୍ରିୟାର ଣିଜନ୍ତରୂପ)

[ସମ୍ପାଦନା]
୧. ଏକ ସ୍ଥାନରେ ବହୁ ପଦାର୍ଥ ବା ବ୍ୟକ୍ତିଙ୍କ ଏକତ୍ର କରିବା; ଗୋଟାଇବା; ଜମା କରିବା —୧. To gather or collect many things or persons at one place.

(ଉ—ରାମ ସେହିକ୍ଷଣି କାଠକୁ ରୁଣ୍ଡିଆଇ, ସଜାଡ଼ିଲେ ରହି ତାହକୁ କୁଣ୍ଢିଆଇ—କୃଷ୍ଣସିଂହ ମହାଭାରତ ବନ]

୨. ଗଦା କରିବା —୨. To heap up.

(ଉ—ରାଜ୍ୟ ଲୋଭରେ ପୁତ୍ରମାନଙ୍କୁ ମରାଇ,ଅଛତ ଅଧରମ ଚୁଣ୍ଡାଇବା ପାଇଁ—କୃଷ୍ଣସିଂହ ମହାଭାରତ ଶଲ୍ୟ]

(ରୁଣ୍ଡୀଆଇବା—ଅନ୍ୟରୂପ)