ରୁଣ୍ଡାଇ ପୁଣ୍ଡାଇ ନେବା
ଦେଖଣା
ରୁଣ୍ଡାଇ ପୁଣ୍ଡାଇ ନେବା
ଉଚ୍ଚାରଣ
[ସମ୍ପାଦନା](ରୁଣ୍ଡାରୁଣ୍ଡି କରିନେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରୁଣ୍ଡାଇ ପୁଣ୍ଡାଇ ନେବା
|
ଦେଶଜ - କ୍ରି (ସହଚର;ସଂସ୍କୃତ - ରଣ୍ଟ ଧାତୁ)
[ସମ୍ପାଦନା]ଲୁଣ୍ଡେଇପୁଣ୍ଡେଇ ନେବା, ଅନେକ ସ୍ଥାନରୁ ବହୁ ବସ୍ତୁ ସଂଗ୍ରହ କରି ବୋହିନେବା — To collect or put tcgether various things from various places and carry them a way.