Jump to content

ରୁଣ୍ଡୀଭୂତ

ଉଇକିଅଭିଧାନ‌ରୁ

ରୁଣ୍ଡୀଭୂତ

ଉଚ୍ଚାରଣ

[ସମ୍ପାଦନା]

(ରୁଣ୍ଡୀକୃତ—ଅନ୍ୟରୂପ)

ଦେଶଜ - ବିଶେଷଣ - (ଓଡ଼ିଆ ଲେଖକଙ୍କଦ୍ୱାରା ଓଡ଼ିଆ ରୁଣ୍ଡ ଶବ୍ଦ ସଙ୍ଗେ ଅଭୂତତଦ୍ଭାବେ ଚ୍ୱି ପ୍ରତ୍ୟୟପୂର୍ବକ ଗଢ଼ା ହେବା ଶବ୍ଦ)

[ସମ୍ପାଦନା]

ଏକତ୍ରୀକୃତ —Gathered together.