ରୁଣ୍ଡ ହେବା
ଦେଖଣା
ରୁଣ୍ଡ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୁଣ୍ଡ ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ବହୁ ଲୋକ) ଏକ ସ୍ଥାନରେ ଜମା ହେବା — (Many persons) To be gathered or collected at one place.
[ଉ—ଅବା ଜଗତର ସତ୍ୱଗୁଣରାଶି, ଗୁପତରେ ତହିଁ ରୁଣ୍ଡ ହେଲା ଆସି—ରାଧାନାଥ ନନ୍ଦିକେଶ୍ୱରୀ)