ରୁତ
ଦେଖଣା
ରୁତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ରୁ ଧାତୁ=ରବ କରିବା; ଧ୍ୱନି କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଧ୍ୱନିତ —୧. Sounded.
- ୨. ରୁଦିତ; ରୋଦନ କରୁଥିବା —୨. Lamenting.
=== ସଂସ୍କୃତ - ବି—(+ଭାବ ତ)
- ୧. ଶବ୍ଦ; ଧ୍ୱନି; ନାଦ —୧. Sound; tune.
- ୨. କୂଜନ; ଜୀବମାନଙ୍କର ଡାକ (ବିଶେଷତଃ ପକ୍ଷୀମାନଙ୍କର ଡାକ ବା କାକଳି) —୨. The sound or cry made by animals (especially) the cooing of birds).
- ୩. କାନ୍ଦଣା; ରୋଦନ —୩. Crying; lamentation;
- ୪. କାନ୍ଦଣା ସ୍ୱର —୪. The sound of wailing.