Jump to content

ରୁଦିତ

ଉଇକିଅଭିଧାନ‌ରୁ

ରୁଦିତ

ଉଚ୍ଚାରଣ

[ସମ୍ପାଦନା]

(ରୁଦିତା—ବିଶେଷଣ - ସ୍ତ୍ରୀ)

ସଂସ୍କୃତ - ବିଣପୁଲିଙ୍ଗ - (ରୁଦ୍ ଧାତୁ+କର୍ତ୍ତ. ତ)

[ସମ୍ପାଦନା]
୧. କାନ୍ଦୁଥିବା — ୧. Crying; weaping.

ବିଶେଷ୍ୟ - (+ଭାବ. ତା)

[ସମ୍ପାଦନା]

ରୋଦନ; କାନ୍ଦିବା —Crying; weeping; lamentation.