ରୁଦ୍ଧ
ଦେଖଣା
- ବଦ୍ଧ; ବନ୍ଦ କରାଯାଇଥିବା, କୃତାବରୋଧ
- ଆବଦ୍ଧ; ବଦ୍ଧକରି ରଖାଯାଇଥିବା
- ସ୍ତମ୍ଭିତ; ଯାହାର ଗତିକୁ ବନ୍ଦ କରାଯାଏ
- ପ୍ରତିହତ; ବାଧାପ୍ରାପ୍ତ
- ନିବାରିତ
- ଅଟକା ଯାଇଥିବା
- ଆବୃତ
- ବେଷ୍ଟିତରୁଦ୍ଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରୁଧ. ଧାତୁ+କର୍ମ. ତ)
[ସମ୍ପାଦନା]- ୧. ବଦ୍ଧ; ବନ୍ଦ କରାଯାଇଥିବା, କୃତାବରୋଧ —୧. Closed; shut up.
- ୨. ଆବଦ୍ଧ; ବଦ୍ଧକରି ରଖାଯାଇଥିବା —୨. Confined; imprisoned.
- ୩. ସ୍ତମ୍ଭିତ; ଯାହାର ଗତିକୁ ବନ୍ଦ କରାଯାଏ — ୩. Stopped; retarded.
- ୪. ପ୍ରତିହତ; ବାଧାପ୍ରାପ୍ତ — ୪. Obstucted.
- ୫. ନିବାରିତ —୫. Prevented.
- ୬. ଅଟକା ଯାଇଥିବା —୬. Restrained; blocked up.
- ୭. ଆବୃତ —୭. Covered.
- ୮. ବେଷ୍ଟିତ — ୭. Surrounded, blockaded.