Jump to content

ରୁଦ୍ଧଦ୍ୱାର

ଉଇକିଅଭିଧାନ‌ରୁ

ରୁଦ୍ଧଦ୍ୱାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

କିଳା ହୋଇଥିବା କବାଟ —Closed door.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯେଉଁ ଘରର କବାଟ ବନ୍ଦ କରାଯାଇଅଛି —(house) With its doors closed.