ରୁଦ୍ଧବାକ୍
ରଦ୍ଧବଚନ, ରୁଦ୍ଧବାକ୍ୟ—ପୁଂ, ରୁଦ୍ଧବଚନା, ରୁଦ୍ଧବାକ୍ୟା—ସ୍ତ୍ରୀଅନ୍ୟରୂପ
ଯାହାର କଥା କହିବାର ଶକ୍ତି ବନ୍ଦ ହୋଇଅଛି —One with the power of speech restrained or choked up.