ରୁଦ୍ଧସ୍ୱର
(ରୁଦ୍ଧସ୍ୱରା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
ଯାହାର ସ୍ୱର ବନ୍ଦ ହୋଇ ଯାଇଅଛି — With the voice choked up.