ରୁଦ୍ରକୋଟିତୀର୍ଥ
(ରୁଦ୍ରକୋଟି—ଅନ୍ୟରୂପ)
ହିନ୍ଦୁମାନଙ୍କର ତୀର୍ଥବିଶେଷ — A shrine of the Hindus.
[ଉ—ରୁଦ୍ରକୋଟି ତୀର୍ଥରେ ପୂର୍ବେ ଋଷିକୁଳ, ରୁଦ୍ରଙ୍କୁ ଦେଖିବାକୁ ହେଲେ ଆସି ଠୁଳ କୃଷ୍ଣିସିଂହ. ମହାଭାରତ. ବନ]