ରୁଦ୍ରଗଣ
ଦେଖଣା
ରୁଦ୍ରଗଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରୁଦ୍ରଶ୍ରେଣୀଭୂକ୍ତ ଏଗାରଗୋଟି ଦେବତା — ୧. The eleven Deities called the group of Rudra Godes.
- ୨. ଶିବଙ୍କ ପାରିଷଦଗଣ —୨. The retinue of Ṡiba.
[ଦ୍ରଷ୍ଟବ୍ୟ —ଏମାନଙ୍କ ସଂଖ୍ୟା ୧ କୋଟି ଓ କାହା କାହା ମତରେ ୩୬: କୋଟି ଅଟେ ଏମାନେ ଜଟାଧାରୀ, ଏମାନଙ୍କ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥାଏ; ଏମାନେ ଖୁବ୍ ବଳବାନ୍ ଓ ଯୋଗୀମାନଙ୍କ ଯୋଗସାଧନାର ବିଘ୍ନ ଦୂର କରନ୍ତି ହିନ୍ଦୀ - ଶ]