Jump to content

ରୁଦ୍ରଜ

ଉଇକିଅଭିଧାନ‌ରୁ

ରୁଦ୍ରଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁଦ୍ର+ଜନ୍ ଧାତୁ+କର୍ତ୍ତ. ଅ)

[ସମ୍ପାଦନା]
୧. କାର୍ତ୍ତିକେୟ; ଗଣେଷ —୧. Sons of Ṡiba.
୨. ପାରଦ (ଏହା ଶିବଙ୍କ ବୀର୍ଯ୍ୟରୁ ଉତ୍ପନ୍ନ ପୁରାଣ ପ୍ରସିଦ୍ଧ) —୨. Mercurry; quick slver.