Jump to content

ରୁଦ୍ରପ୍ରୟାଗ

ଉଇକିଅଭିଧାନ‌ରୁ

ରୁଦ୍ରପ୍ରୟାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ହିମାଳୟରେ ତୀର୍ଥସ୍ଥାନବିଶେଷ — A place of Hindu pilgrimage in the Himalayas

[ଦ୍ରଷ୍ଟବ୍ୟ —ଏହା ଶ୍ରୀ କେଦରନାଥ ନିକଟ ଦେଇ ପ୍ରବାହିତା ମନ୍ଦାକିନୀ ଓ ଅଳକାନନ୍ଦାର ସଙ୍ଗମସ୍ଥଳ; ହରିଦ୍ୱାରାରୁ ୯୬: ମାଇଲ୍ ଦୂରରେ ଅବସ୍ଥିତ— ମଦନମୋହନ ତିର୍ଥଦର୍ଶନ ଏହା ଗଡ଼ବାଲ୍ ଜିଲ୍ଲାରେ ଅବସ୍ଥିତ—ହିନ୍ଦୀ - ଶ]