Jump to content

ରୁଦ୍ରମୂର୍ତ୍ତି

ଉଇକିଅଭିଧାନ‌ରୁ

ରୁଦ୍ରମୂର୍ତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ଭୟଙ୍କର ରୂପ —୧. Terrible form
୨. ମହାଦେବଙ୍କର ଅଗ୍ନିମୂର୍ତ୍ତି — ୨. One of the eight forms of siba.

ବିଣ— (ବହୁବ୍ରୀହି)

[ସମ୍ପାଦନା]
୧. ଭୟଙ୍କର ଆକୃତିବିଶିଷ୍ଟ —୧. Having a terrific form.
୨. କ୍ରୋଧଦ୍ୱାରା ଉଗ୍ରମୂର୍ତ୍ତି — ୨. Assuming a terrible appearance through rage.