Jump to content

ରୁଦ୍ରା

ଉଇକିଅଭିଧାନ‌ରୁ

ରୁଦ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦିକ)

[ସମ୍ପାଦନା]
୧. ରୁଦ୍ରଜଟା (ଦେଖ) - —୧. Rudra jaṭā (See)
୨. ମୁକ୍ତାବର୍ଚ୍ଚାଃ; ମୁକ୍ତବର୍ଷୀ ନାମକ ବନାଶାକ ବିଶେଷ —୨. Acalytha Indica.
୩. ନଳିକା ନାମକ ଗନ୍ଧଦ୍ରବ୍ୟ (ହିନ୍ଦୀ - ଶ) —୩. A kind of medicinal scent.