ରୁଦ୍ରାବାସ
ଦେଖଣା
ରୁଦ୍ରାବାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. କୈଳାସଗିରି —୧. The K&aline;i̱asa mountain north of the Himalayas.
(ଏହା ପୁରାଣମତେ ମହାଦେବଙ୍କ ବାସ— ସ୍ଥାନ)
- ୨. ଶ୍ମଶାନ —୨. Cremation ground.
- ୩. ଶିବ କ୍ଷେତ୍ର — ୩. A holy place where Ṡiba is said to reside.
- ୪. କାଶୀ କ୍ଷେତ୍ର —୪. The holy city of Benares.