ରୁଦ୍ରିୟ
ଦେଖଣା
ରୁଦ୍ରିୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ରୁଦ୍ର+ଇୟ; ନିପାତନ)
[ସମ୍ପାଦନା]- ୧. ରୁଦ୍ର ସମ୍ୱନ୍ଧୀୟ (ହିନ୍ଦୀ - ଶ) —୧. Relating or belonging to; Rudra (Apte).
- ୨. ଭୟଙ୍କର —୨. Terrible dreadful (Apte).
- ୩. (ବୈଦିକ) ଆନନ୍ଦଦାୟକ (ହିନ୍ଦୀ - ଶ) —୩. Pleasant; giving pleasure;(Apte).
ସଂସ୍କୃତ - ବିଶେଷ୍ୟ - (ବୈଦିକ)
[ସମ୍ପାଦନା]ଆମନ୍ଦ —Pleasure; delight (Apte).