Jump to content

ରୁଧିରପାୟୀ

ଉଇକିଅଭିଧାନ‌ରୁ

ରୁଧିରପାୟୀ

ଉଚ୍ଚାରଣ

[ସମ୍ପାଦନା]
(ରୁଧିରପାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୁଧର+ପା ଧାତୁ+କର୍ତ୍ତ. ଇନ୍; ୧ମା. ୧ବ)

[ସମ୍ପାଦନା]

ଯେ ରକ୍ତ ପିଏ —Blood-drinking.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ରାକ୍ଷସ —Demon.