Jump to content

ରୁଧିରାକ୍ତ

ଉଇକିଅଭିଧାନ‌ରୁ

ରୁଧିରାକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍)

[ସମ୍ପାଦନା]

ରକ୍ତ ଜର୍ଜରିତ; ରକ୍ତାକ୍ତ; ରକ୍ତ ବୋଳା —Smeared with blood; blood soiled; blood-stained.